Font Size
ଆଦିପୁସ୍ତକ 1:9
Odia Holy Bible: Easy-to-Read Version
ଆଦିପୁସ୍ତକ 1:9
Odia Holy Bible: Easy-to-Read Version
ତୃତୀୟ ଦିନ–ସ୍ଥଳ ଭାଗ ଓ ବୃକ୍ଷଲତା
9 ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା।
Read full chapter
ଆଦିପୁସ୍ତକ 1:10
Odia Holy Bible: Easy-to-Read Version
ଆଦିପୁସ୍ତକ 1:10
Odia Holy Bible: Easy-to-Read Version
10 ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।
Read full chapter
Odia Holy Bible: Easy-to-Read Version (ERV-OR)
2010 by Bible League International